ଭୁବନେଶ୍ବରରେ ଖୋଲିବ ବିପିଓ କନସେନଟ୍ରିକ୍ସ

ଭୁବନେଶ୍ବରରେ ଖୋଲିବ ବିପିଓ କନସେନଟ୍ରିକ୍ସ । ଏନେଇ ନିଜ ସିସୋଆଲ ମିଡିଆ ପେଜରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ

ମେ’ ୫ ତାରିଖରେ ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବର ସର୍ବବୃହତ ବିପିଓ ମଧ୍ୟରୁ କନସେନଟ୍ରିକ୍ସ ଅନ୍ୟତମ ।

ବିଶ୍ବସ୍ତରୀୟ ଏହି ବିପିଓ ଅଫିସ ଭୁବନେଶ୍ବରରେ ଖୋଲିଲେ ରାଜ୍ୟରେ ୨ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!