ବିଜେଡିରେ ମିଶିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି

ବିଜେପି ସଂଗଠନ ମଜବୁତ କରିବାକୁ ଦିନରାତି ପରିଶ୍ରମ କରିଥିବା ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ବିଜେଡିରେ ମିଶିଲେ

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତିଦିନ ବିଭିନ୍ନ ଦଳରୁ କର୍ମୀମାନେ ଆସି ବିଜେଡିରେ ମିଶୁଥିବା ନେଇ ମାନସ ମଙ୍ଗରାଜ କହିଛନ୍ତି।

ବିଜେପିରେ ଶୃଙ୍ଖଳିତ କର୍ମୀ ଥିଲି ହେଲେ କାମ କରିବା ସମୟରେ କଷ୍ଟ ହେଉଛି । ସେଥିପାଇଁ ମୁଁ ବିଜେଡିରେ ଯୋଗ ଦେଲି, ଆଗକୁ ଆହୁରି ମିଶିବେ । ମୋ ପାଇଁ ବିଜେଡି ଲାଭ ପାଇବ ।
ଯେଉଁ ସବୁ ବିଷୟ ଅଛି ଝାରସୁଗୁଡାରେ, ତାହା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବି ଆଉ ତାହା ସମାଧାନ ହେବ । ମୋର ପଦବୀ ଆଶା ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!