ଆଉ କିଛି ସମୟ ପରେ ଆସିବ ସିବିଏସଇ ଦଶମ ଓ ଦ୍ବାଦଶ ରେଜଲ୍ଟ !

ଛାତ୍ରଛାତ୍ରୀଙ୍କର ଅପେକ୍ଷାର ଘଟିବ ଅନ୍ତ । ପ୍ରକାଶ ପାଇପାରେ ସିବିଏସଇ ଦଶମ ଓ ଦ୍ବାଦଶ ରେଜଲ୍ଟ ।ଆଜି ଦିନ ୧୦ଟାରେ ଅଫିସିଆଲ ଓ୍ବେବସାଇଟରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ରୋଲ ନମ୍ବର ଓ ଆଡମିଟ କାର୍ଡ ମାଧ୍ୟମରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣିପାରିବେ । ଗତ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସିବିଏସଇ ଦଶମ ଏବଂ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ବାଦଶ ପରୀକ୍ଷା ହୋଇଥିଲା ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!