ବଲିଉଡ ଆକ୍ଟ୍ରେସ ସୋନାକ୍ଷୀ ସିହ୍ନା ଓ ବିଜୟ ବର୍ମା ଷ୍ଟାରର ଓ୍ବେବ ସିରିଜ ଦହଡ ଓଟିଟି ପ୍ଲାଟଫର୍ମରେ ହିଟ କରୁଛି ।ଆମାଜନ ପ୍ରାଇମରେ ରିଲିଜ ହୋଇଛି ଏହି ଓ୍ବେବସିରିଜ ସୋନାକ୍ଷୀ ଏହି ସିରିଜରେ ଜଣେ ପୋଲିସ ଅଫିସର ଭୁମିକାରେ ନଜର ଆସିଛନ୍ତି ।ତାଙ୍କର ଦମାଦାର ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି । ଦହଡ ସମ୍ପୁର୍ଣ୍ଣ ଏକ ଥ୍ରିଲର । ଏହି କାହାଣୀ ସମାଜରେ ଘଟୁଥିବା ଅପରାଧ ଉପରେ ଆଧାରିତ ।

