ଝାରସୁଗୁଡା ଉପନିର୍ବାଚନ ଫଳାଫଳ , ସବୁ ରାଉଣ୍ଡରେ ଆଗରେ ଦୀପାଳି ଦାସ୍

ଆରମ୍ଭ ହୋଇଯାଇଛି ଝାରସୁଗୁଡା ଉପର୍ନିବାଚନର ଗଣତି । ଫଳାଫଳ ବାହାରିବା ସହ ରାଜନୈତିକ ଦଳ ମଧ୍ୟରେ ଉତ୍କଣ୍ଠା ଓ ଆଗ୍ରହ ବଢିବାରେ ଲାଗିଛି । ରାଉଣ୍ଡ ପରେ ରାଉଣ୍ଡର ଫଳାଫଳକୁ ନେଇ ଝନକା ମଧ୍ୟ ପସିଛି । ଆଜି କାହାର ହେବ ଝାରସୁଗୁଡା ଗଡ ? କିଏ ମାରିବ ବାଜି ? କାହା ମୁଣ୍ଡରେ ସୁନା କଳସ ଢାଳିବେ ଭୋଟର ? ଚାଲନ୍ତୁ ଜାଣିବା ୭ମ ରାଉଣ୍ଡ ଯାଏଁ ଫଳାଫଳ

୧ମ ରାଉଣ୍ଡ –
ବିଜେଡି -ଦୀପାଳି ଦାସ୍ – ୫ ହଜାର ୯୪୪
ବିଜେପି-ଟଙ୍କଧର ତ୍ରୀପାଠି-୩ ହଜାର ୨୩୮
କଂଗ୍ରେସ୍‌- ତରୁଣ ପାଣ୍ଡେ -୧୨୩
୨ୟ ରାଉଣ୍ଡ –
ବିଜେଡି -ଦୀପାଳି ଦାସ୍ –୧୧ ହଜାର ୨୫୬
ବିଜେପି-ଟଙ୍କଧର ତ୍ରୀପାଠି- ୬ହଜାର ୭୪୬
କଂଗ୍ରେସ୍‌- ତରୁଣ ପାଣ୍ଡେ-୨୬୩
୩ୟ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ –୧୭ ହଜାର ୫୪୩
ବିଜେପି-ଟଙ୍କଧର ତ୍ରୀପାଠି- ୯ ହଜାର ୯୧୦
କଂଗ୍ରେସ୍‌- ତରୁଣ ପାଣ୍ଡେ-୫୨୧
୪ର୍ଥ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ –୨୩ ହଜାର ୬୧୫
ବିଜେପି-ଟଙ୍କଧର ତ୍ରୀପାଠି-୧୩ ହଜାର ୪୩୭
କଂଗ୍ରେସ୍‌- ତରୁଣ ପାଣ୍ଡେ-୮୨୧
୫ମ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ – ୩୦ ହଜାର ୦୫୦
ବିଜେପି-ଟଙ୍କଧର ତ୍ରୀପାଠି- ୧୬ ହଜାର ୫୦୫
କଂଗ୍ରେସ୍‌- ତରୁଣ ପାଣ୍ଡେ-୧ ହଜାର ୧୫୦
୬ ଷ୍ଠ ରାଉଣ୍ଡ –
ବିଜେଡି -ଦୀପାଳି ଦାସ୍ –୩୫ ହଜାର ୬୦୯
ବିଜେପି-ଟଙ୍କଧର ତ୍ରୀପାଠି- ୧୯ ହଜାର ୮୫୮
କଂଗ୍ରେସ୍‌- ତରୁଣ ପାଣ୍ଡେ-୧ ହଜାର ୯୩୯
୭ମ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ –୪୦ ହଜାର ୧୯୫
ବିଜେପି-ଟଙ୍କଧର ତ୍ରୀପାଠି-୨୨ ହଜାର ୦୬୫
କଂଗ୍ରେସ୍‌- ତରୁଣ ପାଣ୍ଡେ-୨ ହଜାର ୩୫୫

Post Views72 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!