ଟାଇମ୍ସ ମାଗାଜିନରେ କଭରରେ ଦୀପିକା

ଟାଇମ୍ସ ମାଗାଜିନ କଭରରେ ନଜର ଆସିଲେ ବଲିଉଡ ଷ୍ଟାର ଦୀପିକା ପାଦୁକୋନ। ଗ୍ଲୋବାଲ ଷ୍ଟାର ମାଗାଜିନରେ ଦୀପିକାଙ୍କ ଫଟୋ ସ୍ଥାନ ପାଇଛି। ଗତ ବର୍ଷ ଦୀପିକାଙ୍କୁ ସିନେମାରେ ସଫଳତା ୱେବ ମେଣ୍ଟାଲ ହେଲଥ ପ୍ରଚାରରେ କାର୍ଯ୍ୟ କରିଥିବାରୁ ଡ଼ ଟାଇମ ୧୦୦ ଇମ୍ପାକ୍ଟ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେ ଟାଇମସ ଦ୍ବାରା ସମ୍ମାନିତ ହୋଇଥିବା ଏକମାତ୍ର ଭାରତୀୟ ଥିଲେ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!