ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ

ନନ୍ଦନକାନନରେ ଏକ ଧଳା ବାଘ ଶାବକର ମୃତ୍ୟୁ ହୋଇଛିି। ଶାବକଟି ଗତ ଜୁନ୍‌ ମାସ ୭ ତାରିଖରେ ଧଳା ବାଘୁଣୀ ମୌସୁମୀ ଗର୍ଭରୁ ରାଜେଶ ମିଳନରୁ ଜନ୍ମ ନେଇଥିଲା। ଜନ୍ମ ବେଳରୁ ଶାବକଟି ରୁଗ୍‌ଣ ଥିଲା । ମା’ ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଇନକ୍ୟୁବେଟରରେ ରଖି ଚିକିତ୍ସା କରାଯାଇଥିଲା। ଗତ ରାତିରେ ତାର ମୃତ୍ୟୁ ହୋଇଛି।

ନନ୍ଦନକାନନରେ ଏକ ଧଳା ବାଘ ଶାବକର ମୃତ୍ୟୁ ହୋଇଛିି। ଶାବକଟି ଗତ ଜୁନ୍‌ ମାସ ୭ ତାରିଖରେ ଧଳା ବାଘୁଣୀ ମୌସୁମୀ ଗର୍ଭରୁ ରାଜେଶ ମିଳନରୁ ଜନ୍ମ ନେଇଥିଲା। ଜନ୍ମ ବେଳରୁ ଶାବକଟି ରୁଗ୍‌ଣ ଥିଲା । ମା’ ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଇନକ୍ୟୁବେଟରରେ ରଖି ଚିକିତ୍ସା କରାଯାଇଥିଲା। ଗତ ରାତିରେ ତାର ମୃତ୍ୟୁ ହୋଇଛି। ଏହାଫଳରେ ଧଳା ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି। ମୋଟ ବାଘ ସଂଖ୍ୟା ୨୮କୁ ହ୍ରାସ ହୋଇଛି। ଶାବକଟିର ମୃତ୍ୟୁର କାରଣ ଜାଣିବା ପାଇଁ ଶବକୁ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି।ଏହାଫଳରେ ଧଳା ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି। ମୋଟ ବାଘ ସଂଖ୍ୟା ୨୮କୁ ହ୍ରାସ ହୋଇଛି। ଶାବକଟିର ମୃତ୍ୟୁର କାରଣ ଜାଣିବା ପାଇଁ ଶବକୁ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି।

Post Views74 Total Count

Apply Now


This will close in 0 seconds

error: Content is protected !!