ଆନ୍ତଜାର୍ତୀୟ ପରିବାର ଦିବସର ଶୁଭେଚ୍ଛା

( ) ବସୁଧୈବ କୁଟୁମ୍ବକମ୍ – ସମ୍ପୁର୍ଣ୍ଣ ପୃଥିବୀ ଆମର ପରିବାର । ସମାଜରେ ପରିବାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ପରିବାର ବିନା ସମାଜରେ ଅସ୍ଥିତ୍ବ ନାହିଁ । ସମସ୍ତଙ୍କ ଜୀବନରେ ପରିବାରର ଭୁମିକା ବେଶ, ଗୁରୁତ୍ବପୂରର୍ଣ୍ଣ । ପରିବାର ଆମକୁ ଶିଖାଏ ବଞ୍ଚିବାର ଦିଗ । ଆଜି ବିଶ୍ବ ପରିବାର ଦିବସ ପ୍ରତି ବର୍ଷ ମେ ୧୫ରେ ବିଶ୍ବ ପାଳିଥାଏ ପରିବାର ଦିବସ । ପରିବାରର ମହତ୍ବ ବିଷୟରେ ସମାଜରକୁ ଅବଗତ କାରାଇବା ହେଉଛି ଏହି ଦିନର ମୂଳ ଲକ୍ଷ୍ୟ । ୧୯ ୯୩ରେ ଜାତିସଂଘ ସାଧାରଣ ପରିଷଦ ଦ୍ବାରା ଏହି ଦିବସ ପାଳନ କରାଯିବା ନେଇ ଘୋଷଣା ହୋଇଥିଲା । ୧୯୯୪ ମେ ୧୫ରେ ପ୍ରଥମ ଥର ପରିବାର ଦିବସ ପାଳନ କରାଯାଇଥିଲା । ଏହି ଦିବସ ଦ୍ବାରା ପରିବାର ମହତ୍ବ ବିଶେଷ କରି ଯୁବବର୍ଗଙ୍କୁ ଜଣାଯାଇଥିାଏ । ଆଜିକାଲି ବିଳାସମୟ ଜୀବନଯାପନ ଭିତରେ ପରିବାର ପାଇଁ ସମୟ ଦେବା ନିହାତି ଆବଶ୍ୟକ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!