ପ୍ରେମ ବିହାହକୁ ନେଇ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ । ଦେଶରେ ହେଉଥବା ଅଧିକାଂଶ ଛାଡପତ୍ରର କାରଣ ପ୍ରେମ ବିବାହ ।ପ୍ରେମ ବିବାହରେ ଛାଡପତ୍ର ହେଉଛି ବୋଲି କହିଛନ୍ତି ଏସ୍ସି ।ବୈବାହିକ ବିବାଦ ଟ୍ରାନ୍ସଫର ପିଟିସନ୍ର ଶୁଣାଣି କରି ବିଚାରପତି ଗଭାଇ ଓ ସଂଜୟ କାରୋଲଙ୍କ ଖଣ୍ଡପୀଠ ଆଜି ଏହି ଟିପ୍ପଣୀ ରଖିଛନ୍ତି। ଜଷ୍ଟିସ ଗଭାଇ ଏହି ସମୟରେ କହିଥିଲେ, କେବଳ ପ୍ରେମ ବିବାହରେ ହିଁ ଅଧିକାଂଶ ଛାଡ଼ପତ୍ର ହେଉଛି।

