RRRର ଭିଲେନ ରେ ଷ୍ଟିବନସନ୍ନଙ୍କ ପରଲୋକ

RRR ଫିଲ୍ମରେ ଭିଲିଏନ କ୍ୟାରକ୍ଟରରେ ନଜର ଆସିଥିବା ଷ୍ଟିବନସନ୍ଙ୍କ ପରଲୋକ । ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଆରଆରଆର ଫିଲ୍ମ ସହିତ ଷ୍ଟିବନସନ୍ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।୬୪ ମସିହା ମେ ମାସ ୨୫ ତାରିଖରେ ଆର୍ୟଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିବା ଷ୍ଟିବନସନ୍ ୧୯୯୦ ବେଳକୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ସେତେବେଳେ ସେ ୟୁରୋପୀୟ ଫିଲ୍ମ ଓ ସିରିଜରେ ଅଭିନୟ କରିବା ଆରମ୍ଭ କରିଥିଲେ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!