ଦ୍ବିତୀୟ ବିବାହ କରି ବଲିଉଡ ଏବଂ ଟିଭି ଭେଟେରାନ ଆକ୍ଟର ଆଶିଷ ବିଦ୍ୟାଧର ଏବେ ଚର୍ଚ୍ଚାରେ । ଆଶିଷ କୋଲକାତାର ଜଣେ ଫ୍ୟାସନ ଡିଜାଇନର ରୂପାଲି ବରୁଆଙ୍କୁ ବିବାହ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୬୦ ବର୍ଷ ବୟସରେ ବାହାହୋଇଥିବାରୁ କିଛି ଜଣ ଟ୍ରୋଲ ମଧ୍ୟ କରୁଛିନ୍ତି । ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ଅନେକ ଆଞ୍ଚଳି ଫିଲ୍ମରେ ଅଭିନୟ କରି ଆଶିଷ ବିଦ୍ୟାର୍ଥୀ ଘରେଘରେ ପରିଚିତ ହୋଇ ପାରିଛନ୍ତି। ସେ ୬୦ ବର୍ଷ ବୟସରେ ରୂପାଲିଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି।

