କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାବା ରାମଦେବ

ଦିଲ୍ଲୀ ଯନ୍ତରମନ୍ତରରେ ଧାରଣାରେ ବସିଥିବା ଯୋଦ୍ଧାଙ୍କୁ ମିଳିଲା ସଞ୍ଜୀବନୀ । କୁସ୍ତିଯୋଦ୍ଧା ସଂଗଠନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଝରେ କାର୍ଯ୍ୟାନଷ୍ଠାନ ଦାବିରେ ବାବା ରାମଦେବ । ସେପଟେ ମହିଳା କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ମେଳି ବାନ୍ଧିଛନ୍ତି ପଞ୍ଜାବର କିଷାନ ମଜଦୂର ସଂଘର୍ଷ କମିଟି । ସେପଟେ କୋର୍ଟରେ ଦିଲ୍ଲୀ ପୋଲିସ ଦାଖଲ କରିଛି ଷ୍ଟାଟସ ରିପୋର୍ଟ । ଆନ୍ତା ଜୁନ ୨୭ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!