ହେଲମେଟ୍‌ ଏଣିକି ବାଧ୍ୟତାମୂଳକ

ଆଇସିସି ଆଣିଲା ନୂଆ ନିୟମ । ଏଣିକି ଖେଳାଳି ମାନେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ପୂର୍ବରୁ ଖେଳାଳିମାନେ ବିନା ହେଲମେଟରେ ଖେଳୁଥିଲେ ତେଣୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଏଣୁ ସେମାନଙ୍କର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଛି ଆଇସିସି । ଆଜିଠୁ ଲର୍ଡସରେ ଆରମ୍ଭ ହେଉଥିବା ଆୟରଲାଣ୍ଡ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଏସବୁ ନିୟମ ଲାଗୁ ହେବ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!