ରଣଜୀ ଖେଳାଳିରୁ ଆଇଏଏସ୍‌

କୁହାଯାଏ ଦୃଢ ମନୋବଳ ଓ କଠୋର ଅଧ୍ୟବସାୟ ହିଁ ସଫଳତାର ଚାବିକାଠି… କିନ୍ତୁ ଅନେକ ସମୟରେ ଏସବୁ ଥାଇ ମଧ୍ୟ ଭାଗ୍ୟ ଯେମିତି ସାଥ ଦିଏ ନାହିଁ । ଆଉ ବିଫଳତା କାରଣରୁ ନିରାଶ ହୁଅନ୍ତି ଛାତ୍ରଛାତ୍ରୀ । କିନ୍ତୁ ଜୀବନରେ ସବୁ ନକରାତ୍ମକ ପରିସ୍ଥିତି ଭିତରେ ସକରାତ୍ମକ ମନୋଭାବ ରଖି ତଥା ସବୁ ସମସ୍ୟାରୁ ସୁଯୋଗ ସାଉଁଟି ସଫଳତାର ନୂଆ ନିଦ୍ଦର୍ଶନ ସୃଷ୍ଟି କରିଛନ୍ତି ଏଥରର ୟୁପିଏସସି ପରୀକ୍ଷାର୍ଥୀ । ରାଜସ୍ଥାନର କୁଦନ ଗ୍ରାମ ନିବାସୀ ମନୋଜ ମହରିୟାଙ୍କର, ଯିଏକି ୟୁପିଏସସି-୨୦୨୨ ପରୀକ୍ଷାରେ ୬୨୮ ରାଙ୍କ ଲାଭ କରିଛନ୍ତି । ଏକଦା ମହେନ୍ଦ୍ର ସିଂ ଧୋନୀଙ୍କ ଭଳି କ୍ରିକେଟ ତାଙ୍କର ପ୍ୟାସନ ଥିଲା । ହେଲେ ନିୟତି କ୍ରିକେଟ ଫିଲଡରେ ନୁହେଁ ବରଂ ଦେଶ ସେବା କ୍ଷେତ୍ରରେ ତାଙ୍କର ଉଜ୍ଜ୍ବଳ ଭାଗ୍ୟ ଲିପିବଦ୍ଧ କରିଛି ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!