ଘନଉଛି ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି

ବେଲଗୋରଡରେ ଡ୍ରୋନ ଦ୍ବାରା ଆକ୍ରମଣ କରିଛି ୟୁକ୍ରେନ୍‌ । ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ଋଷ ଡ୍ରୋନକୁ ଆକ୍ରମଣ କରି ଖସାଇ ଦେଇଛି । ତେବେ ଏହି ଆକ୍ରମଣ ପଛରେ ୟୁକ୍ରେନର ହାତ ନଥିବା କୁହାଯାଉଛି । ଗତ ରାତିରେ ଋଷ ସୀମା ଅଞ୍ଚଳରେ ୟୁକ୍ରେନ ସେନା ବୋମା ମାଡ଼ କରିଛନ୍ତି ବୋଲି ଋଷ କହିଛି । ଫଳରେ ଅନେକ ସ୍ଥାନରେ କ୍ଷତିଗ୍ରସ୍ତ ସଂଖ୍ୟା ବଢୁଛି । ଗତ ମଙ୍ଗଳବାର ମଧ୍ୟ ୟୁକ୍ରେନ ଆକ୍ରମଣ କରିଥିବା ଋଷ ଦାବି କରୁଛି । ସେପଟେ ୟୁକ୍ରେନର କହିବା କଥା ଋଷ ସେନାରେ ଅସନ୍ତୋଷ କାରଣରୁ ଏଭଳି ହେଉଛି । ଋଷରେ ହୋଇଥିବା ଆକ୍ରମଣ ପଛରେ ୟୁକ୍ରେନର ହାତ ନାହିଁ । କିଭରେ ମଧ୍ୟ ରକେଟ ମାଡ଼ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି…

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!