ଲୋକଙ୍କ ଆଶା ଆକାଂକ୍ଷା ହେଉଛି ପୂରଣ। ଗ୍ରାମାଞ୍ଚଳରେ ପ୍ରତି ଘରେ ଘରେ ପହଁଚୁଛି ବିଶୁଦ୍ଧ ପାନୀୟ ଜଳ। ରାଜ୍ୟ ସରକାରଙ୍କ ସୁପରିଚାଳନା ଯୋଗୁଁ ₹୫୭,୦୦୦ କୋଟି ବ୍ୟୟରେ ନିର୍ମିତ ୨୦୬ ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯୋଗେ ଗ୍ରାମାଞ୍ଚଳର ୬୧% ରୁ ଊର୍ଦ୍ଧ୍ଵ ଲୋକ ଉପକୃତ ହେଉଛନ୍ତି।
ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଜପତିର ଜିଲ୍ଲା ପାଇଁ ୨ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୩୪୬ଟି ଗାଁର ୧ ଲକ୍ଷ ୩୧ ହଜାରରୁ ଅଧିକ ବାସିନ୍ଦା ଉପକୃତ ହେବେ।
ଗ୍ରାମାଞ୍ଚଳରେ ପ୍ରତି ଘରେ ପହଁଚୁଛି ବିଶୁଦ୍ଧ ପାନୀୟବଲାଙ୍ଗିର ଜିଲ୍ଲା ପାଇଁ ୬ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୨୨୨ଟି ଗାଁର ୧.୬୧ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ।

