108 ସୁବାସିତ ଜଳରେ ସ୍ନାନ କଲେ ମହାବହୁ

ଆଜି ପବିତ୍ର ସ୍ନାନ ପୁର୍ଣିମା।ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ । କିଏ ଆଣ୍ଠୁମାଡ଼ି ଠାକୁରଙ୍କ ନିକଟରେ କରୁଥିଲେ ଅଳି । ଅସହ୍ୟ ତାତିରେ ସବୁ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଥିବା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଭକ୍ତ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ରୁ ଉର୍ଦ୍ଧ ପ୍ଲାଟୁନ ଫୋର୍ସ ସହ ୨୦୦ରୁ ଉର୍ଦ୍ଧ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା ।108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡ଼ିତ ହେବେ। କାଲିଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହେବାକୁ ଥିବାବେଳେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ।

Post Views45 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!