ଘରକୁ କ୍ଷୀର ଆସିବା ମାତ୍ରେ ପ୍ରଥମ କାମ ହେଉଛି ସେସବୁ ଫୁଟେଇବା। କିନ୍ତୁ ଏସବୁ କଞ୍ଚା କ୍ଷୀର ପାଇଁ ଉପଯୁକ୍ତ। ପ୍ୟାକେଟ୍ କ୍ଷୀରକୁ ଫୁଟେଇବାର ଆବଶ୍ୟକତା ନାହିଁ। କଞ୍ଚା କ୍ଷୀରକୁ ଏଥିପାଇଁ ଫୁଟାଯାଏ କାରଣ ଏଥିରେ ଥିବା ବ୍ୟାକ୍ଟେରିଆ ମାରିବ। ପ୍ୟାକେଟ୍ କ୍ଷୀର pasteurized ଥାଏ। ଅର୍ଥାତ ବ୍ୟାକ୍ଟେରିଆ ମାରିବାର ପ୍ରକିୟା ଦେଇ ଗତି କରିସାରିଥାଏ। ସରଳ ଭାଷାରେ କହିଲେ କ୍ଷୀର ପୂର୍ବରୁ ଫୁଟାଯାଇଥାଏ। ଯଦି ଆପଣ କ୍ଷୀରକୁ ଆହୁରି ଫୁଟାନ୍ତି ତେବେ କ୍ଷୀରରେ ଥିବା ନ୍ୟୁଟ୍ରିସନ୍, ଭିଟାମିନ୍ ଡି, denature, ଖରାପ ହୋଇଯାଇଥାଏ। ଫଳରେ ଯେତିକି ପ୍ରୋଟିନ୍ ମିଳିବା କଥା ସେତିକି ମିଳିନଥାଏ।
Related Posts
ଉତ୍କଳ ବିଲ୍ଡର୍ସକୁ ଇଟି ଇଣ୍ଡଷ୍ଟ୍ରି ଲିଡର ଆଓ୍ବାର୍ଡ
କୋଲକାତାଠାରେ ଟାଇମ୍ସ ଗ୍ରୁପ ଦ୍ୱାରା ଆୟୋଜିତ ଇଟି ଇଣ୍ଡଷ୍ଟ୍ରି ଲିଡର୍ସ-୨୦୨୩ ସମ୍ମାନ ସମାରୋହ ଉତ୍ସବରେ ଉତ୍କଳ ବିଲ୍ଡର୍ସକୁ ”ଟ୍ରଷ୍ଟେଡ, ରିଲାଏବଲ…
ରାଚେଲ୍ ରୁଟୋଙ୍କୁ ଦ୍ୱାଦଶ କିସ୍ ହ୍ୟୁମାନିଟାରିଆନ ସମ୍ମାନ
କେନିଆର ବିଶିଷ୍ଟ ସାମାଜକ କର୍ମୀ ତଥା ଫାର୍ଷ୍ଟ ଲେଡି ରାଚେଲ୍ ରୁଟୋଙ୍କୁ ଦ୍ୱାଦଶ କିସ୍ ହ୍ୟୁମାନିଟାରିଆନ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି।…
ପୁରାତନ ଶିଳ୍ପସଂସ୍ଥା ବିର୍ଲା ଟାୟାର୍ସକୁ ହାତକୁ ନେଲା ହିମାଦ୍ରୀ
ବାଲେଶ୍ୱରର ପୁରାତନ ଶିଳ୍ପସଂସ୍ଥା ବିର୍ଲା ଟାୟାର୍ସର ନୂଆ ମାଲିକାନାକୁ ଏଚ୍ଏସ୍ସିଏଲ୍ (ହିମାଦ୍ରୀ ସ୍ପେସାଲିଟି କେମିକାଲ୍ସ ଲିମିଟେଡ୍) ହାତକୁ ନେଇଛି। ଦୀର୍ଘଦିନ…

