କଟକ ଏସସିବିରେ ହୋଇଛି ବିରଳ ଅସ୍ତ୍ରୋପଚାର

କଟକ ଏସସିବିରେ ହୋଇଛି ବିରଳ ଅସ୍ତ୍ରୋପଚାର। କଟାହାତକୁ ସଂରକ୍ଷଣ କରି ରଖାଯାଇଥିଲା ।

ପ୍ଲାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଅପରେସନ କରି ହାତ ଯୋଡ଼ିବାରେ ସଫଳ ହୋଇଛି । ହାତ ଫେରିପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରକାଶ।

ଏହାପରେ ସେହି ହାତକୁ ସଫଳତାର ସହ ଅସ୍ତ୍ରୋପଚାର କରି ଯୋଡ଼ା ଯାଇଛି। ବାଲେଶ୍ବରର ସଦର ଅଞ୍ଚଳର ପ୍ରକାଶ ଦାସଙ୍କର ବାମ ହାତଟି ସମ୍ପୂର୍ଣ୍ଣ କଟିଯାଇଥିଲା ।

ଗତ ୨୧ ତାରିଖରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣାରେ ତାଙ୍କ ବାମ ହାତଟି କଟିଯାଇଥିଲା।

ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସଙ୍କ ସହାୟତାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା ।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!