ଆଉ ନାହାନ୍ତି ଓସ୍କାର ଉଇନିଂ ଆକ୍ଟର ଆଲାନ ଅର୍କିନ । ୮୯ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ୧୯୫୭ରେ ଆଲାନ ହଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମର ନାଁ ଥିଲା କଲୋପ ହିଟ ଓ୍ବେଭ୍ । ଏହାସହ ତାଙ୍କୁ ଲିଟିଲ ମିସ୍ ସନସାଇନ ପାଇଁ ଓସ୍କାର ମିଳିଥିଲା । ସେ ଅନେକ ଓ୍ବେବ ସିରିଜ ମଧ୍ୟ କାମ କରିଛନ୍ତି । ତାଙ୍କ ପରଲୋକରେ ହଲିଉଡ ଜଗତରେ ଶୋକର ଛାୟା ।

