ସ୍କୁଲ ଯାଇ ଦୁଇ ଛାତ୍ର ନିଖୋଜ

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ ଅଛନ୍ତି ।

ସ୍କୁଲ୍ ଯାଇ ଘରକୁ ଫେରି ନାହାଁନ୍ତି ଦୁଇ ନାବାଳକ ଛାତ୍ର। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ ।

ସେପଟେ ଚନ୍ଦକା ଥାନା ଅଧିକାରୀ ଖବର ପାଇ ବିଭିନ୍ନ ସ୍ଥାନକୁ ଯାଇ ଖୋଜା ଖୋଜି କରିବା ସହ ପ୍ରତି ଛକରେ ଥିବା ସିସିଟିଭି କ୍ୟାମେରାକୁ ତଦନ୍ତ କରୁଛନ୍ତି ।

ନିଖୋଜ ଛାତ୍ର ହେଲେ ୧୫ ବର୍ଷୀୟ କୁଜିମହଲ ଗାଁର ପୃଥିୀରାଜ୍ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର ।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!