ସୁପରଷ୍ଟାର ପ୍ରଭାସଙ୍କର ଅପକମିଂ ମଚ ଆଓ୍ବେଟେଡ୍ ଫିଲ୍ମ ସାଲାର ଟିଜର ଆଉଟ ହୋଇଛି । ଦମଦାର ରୋଲରେ ନଜର ଆସିଲେ ପ୍ରଭାସ । ପ୍ରଶାନ୍ତ ନିଲଙ୍କ ନିଦ୍ଦେଶନାରେ ତିଆରି ପିଲ୍ମ ସାଲାର ପାର୍ଟ ୧ର ଟିଜର ଆଉଟ ହୋଇଛି । ପ୍ରଭାସଙ୍କ ସହ ଶ୍ରୁତି ହାସନ ମଧ୍ୟ ନଜର ଆସିବେ । ପ୍ରଭାସଙ୍କ ଜବରଦସ୍ତ ଡାଇଲଗ୍ ଫ୍ୟାନଙ୍କୁ ପସନ୍ଦ ଆସିଛି । ଏହି ପିଲ୍ମ ୫ଟି ଭାଷାରକେ ରିଲିଜ ହେବ । ତେବେ ସାଲାର ଆସନ୍ତା ନଭେମ୍ବର ୨୮ ରେ ପରଦାରେ ହିଟ୍ କରିବ ।

