କଣ ଏହି `THREADS’ ଆପ୍ ?

ଲଞ୍ଚ ହେଲା ଇନଷ୍ଟାଗ୍ରାମର ନୂଆ ଆପ୍ ଥ୍ରେଡ୍ । ଫେସବୁକ ବଦଳରେ ୟୁଜରର୍ସ ଏହି ନୂଆ ଆପ୍କୁ ବ୍ୟବହାର କରିବେ। ଥ୍ରେଡସ୍ ଇନଷ୍ଟାଗ୍ରାମ ଭଳି ଆପ୍ ଯାହାକି ଟ୍ୱିଟର ପରି କାମ କରିବ। ଏହାସହ ଇନଷ୍ଟାଗ୍ରାମ୍ ଫ୍ରେଣ୍ଡ ମାନଙ୍କ ସହିତ ଯୋଡ଼ି ହୋଇପାରିବେ । ଏଥିପାଇଁ କମ୍ପାନୀ ଏକ ଅପସନ୍ ଦେବ, ଏଠାରେ ସେହି ୟୁଜରମାନେ ଦେଖିବାକୁ ମିଳିବେ ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଥ୍ରେଡସ୍ ଉଭୟରେ ଉପସ୍ଥିତ ଥିବେ ।ଏହି ଆପକୁ ମାତ୍ର ୭ ଘଣ୍ଟାରେ ୧୦ ମିଲିୟନ ୟୁଜର୍ସ ବ୍ୟବହାର କରିସାରିଲେଣି ।ଟ୍ଵିଟରକୁ ଟକ୍କର ଦେବାପାଇଁ ନୂଆ ଆପ୍‌ ଆଣିଛି ମେଟା । ଏଲନ ମସ୍କ ଟ୍ୱିଟର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମେଟାର ଏହି ନୂଆ ଆପର ଖବର ଆସିଛି । ସୋସିଆଲ ମିଡିଆରେ ଥ୍ରେଡ ଆପର ଫଟୋ ଦେଖିବାକୁ ମିଳୁଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!