ମେସ୍କିକୋରେ ଘାଟିକୁ ଖସିଲା ବସ୍, ୨୭ ମୃତ

ଆମେରିକା ମେକ୍ସିକୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରମାସ୍ୟ ହରାଇ ଘାଟିକୁ ଖସିଲା ବସ୍ । ଦୁର୍ଘଟଣାରେ ୨୭ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ, ୧୩ ଜଣ ମହିଳା ଏବଂ ଜଣେ ଶିଶୁ ଥିବା ଜଣାପଡିଛି ।ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କରିଥିଲେ। ବସ୍‌ଟି ମେକ୍ସିକୋ ସିଟିରୁ ଓକ୍ସାକାର ୟୋସୁଣ୍ଡୁଆ ଅଭିମୁଖେ ଯାତ୍ରା କରୁଥିଲା ବେଳେ ଘଟିଛି ଦୁର୍ଘଟଣା ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!