ଇଣ୍ଡିଆନ ଅଏଲ ପାରାଦୀପ ରିଫାଇନାରୀ ପକ୍ଷରୁ ସ୍ୱଚ୍ଛତା ପକ୍ଷ

ଇଣ୍ଡିଆନ ଅଏଲ ପାରାଦୀପ ରିଫାଇନାରୀ ପକ୍ଷରୁ ସ୍ୱଚ୍ଛତା ପକ୍ଷ ୨୦୨୩ ଅନ୍ତର୍ଗତ ସମସ୍ତ କର୍ମଚାରୀ ଏବଂ ପରିବାର ବର୍ଗଙ୍କ ଲାଗି ପାରାଦୀପ ବେଳାଭୂମିରେ ପୁରିଂ କର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏନ୍‌ଓ ସାତ୍ତ୍ଵିକ ସେଲ ସହଭାଗିତାରେ ଏହା ସମ୍ପୂର୍ଣ୍ଣ ହୋଇଥିଲା।

କର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଯାଇନାରୀ ପ୍ରମୁଖ ମୁକେଶ ମୋହନ, କର୍ଯ୍ୟକାରୀ ନିର୍ଦ୍ଦେଶକ (ଏଚ୍ଆର) ଏସ୍.କେ. ଭଗବତୀ ଏବଂ ବରିଷ୍ଠ ଅଧୁକାରୀମାନେ କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମୁଦ୍ରକୂଳର ସଂରକ୍ଷଣ ସମ୍ପର୍କରେ ଶ୍ରୀ ମୋହନ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ସମୁଦ୍ରକୂଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଗୃହୀତ ଅବର୍ଜନକୁ ପାରାଦୀପ ନଗର ପାଳିକାର ରିସାଇକୁର ମାଧ୍ୟମରେ ନିଷ୍କାସନ ପାଇଁ ପଠାଯାଇଥିଲା। ଉପକୂଳବର୍ତ୍ତୀ ରାସ୍ତାର ନିକଟବର୍ତ୍ତୀ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା। ସେହିଭଳି ଶନିବାର ଏକ କଥନ ମଧ୍ୟ ଆୟୋଜନ କରାଯାଇଥିଲା।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!