ଆଜି ବିଶ୍ବ ଜନସଂଖ୍ୟା ଦିବସ । ଜନସଂଖ୍ୟାକୁ ହ୍ରାସ କରିବା ନେଇ ବିଶ୍ବବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ୧୯୮୯ ମସିହାରୁ ପାଳନ ହେଉଛି ଏହି ଦିବସ । ୟୁନାଇଟେଡ୍ ନେସନ ଜେନେରାଲ ଆସେମ୍ବି, ଜୁଲାଇ ୧୧ କୁ ବିଶ୍ଵ ଜନସଂଖ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । କିପରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଚେଷ୍ଟା କରାଯାଇଥାଏ। ଜନସଂଖ୍ୟା ବୃଦ୍ଧି ସମ୍ବନ୍ଧିତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଲିଙ୍ଗଗତ ସମାନତା, ପରିବାର ନିୟୋଜନ ଆଦି ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି କରିବା ଜନସଂଖ୍ୟା ଦିବସ ପାଳନର ମୂଳ ଲକ୍ଷ୍ୟ ।
Related Posts
ପ୍ୟାରିସରେ ମୋଦି, ରାଷ୍ଟ୍ରପତି ମାକ୍ରନଙ୍କ ସହ ଏଆଇ ଶିଖର ସମ୍ମିଳନୀରେ ଯୋଗଦେବେ
ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି । ତାଙ୍କୁ ସେଠାକାର ଓର୍ଲି ବିମାନବନ୍ଦରରେ ଜୋରଦାର ସ୍ବାଗତ କରିଛନ୍ତି ପ୍ରବାସୀ ଭାରତୀୟ…
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର। ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ସୁନେତ୍ରା।…
ବିରିୟାନି ଦୋକାନରୁ ଏକ ମୃତଦେହ ଉଦ୍ଧାର
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ବିରିୟାନି ଦୋକାନରୁ ଏକ ମୃତଦେହ ମିଳିଛି । ଏହି ଘଟଣା ବକ୍ସି କା ତାଲାବ…

