ଚୀନର ମନ୍ତ୍ରୀ ନିଖୋଜ । ବୈଦେଶିକ ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ ୩ ସପ୍ତାହ ହେବ କେଉଁଆଡେ ନିଷଖାଜ ହୋଇଯାଇଛନ୍ତି । ଜଳବାୟୁ ସଙ୍କଟ ଉପରେ ଆଲୋଚନା କରିବାକୁ ଆମେରିକା ରାଜନୟିକ ଜନ କୈରୀ ଚୀନରେ ପହଞ୍ଚିଥିବାବେଳେ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗଙ୍କର ଏଭଳି ନିଖୋଜ ହୋଇଯିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କୁଆଡେସ ଗଲେ ଗାଙ୍ଗ ମିଳୁନି ପତ୍ତା ।

