ଚୀନରେ ଭୟଙ୍କର ବାତ୍ୟା । ଟାଇଫୁନ୍ ଡୋକସୁରୀର ପ୍ରଭାବରେ ଫୁଜିଆନ୍ ପ୍ରଦେଶର ପୁତିଆନରେ ରେକର୍ଡ ବର୍ଷା ହୋଇଛି । ୧୨ ଘଣ୍ଟାରେ ୩୬୦ ମିଲିମିଟର ବର୍ଷା ରେକର୍ଡ । ପ୍ରବଳ ବର୍ଷାରେ ଫୁଜିଆନର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ । ରାସ୍ତାଘାଟ ସବୁଆଡେ ପାଣି ।ତାଇୱାନ୍ ଓ ଫିଲାଫାଇନ୍ସରେ ତାଣ୍ଡବ ରଚିବା ପରେ ଚୀନ୍ର ଦକ୍ଷିଣ ଉପକୂଳ ମୁହାଁ ହୋଇଥିଲା ଡୋକସୁରୀ ।
Related Posts
ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ରହିବ ସାନିଟାରି ପ୍ୟାଡ୍ ଓ ପୃଥକ ଶୌଚାଳୟର
ଶୁକ୍ରବାର ଦିନ ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ସମସ୍ତ…
ଅନୀଲ ଅମ୍ବାନୀଙ୍କ କମ୍ପାନୀ ଏକାଧିକ ଠିକଣାରେ ଇଡି ରେଡ୍
ଶିଳ୍ପପତି ଅନୀଲ ଅମ୍ବାନୀଙ୍କ କମ୍ପାନୀ ସହ ଜଡ଼ିତ ମୁମ୍ବାଇରେ ଥିବା ଏକାଧିକ ଠିକଣାରେ ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା…
ଗୋଟିଏ ବର୍ଷ ମଧ୍ୟରେ ସାତ ଥର ବିକ୍ରି ହୋଇଛି କାର୍
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଖବର…

