ଚିତା ପ୍ରୋଜେକ୍ଟ ବିଫଳ, ଟେନସନରେ ସରକାର

ପୁଣି କୁନୋ ଉଦ୍ୟାନରେ ଚିତା ମୃତ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଧାତ୍ରୀ ନାମକ ମାଈ ଚିତାର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଜଣାପଡିନାହିଁ । ମଧ୍ୟପ୍ରଦେଶ କୁନୋରେ ୧୪ ଚିତା ଏବେ ସୁସ୍ଥ ଅଛନ୍ତି କୁନୋ ପ୍ରାଣୀଧନ ଚିକିତ୍ସିକ ଏବଂ ନାମ୍ବିଆର ବିଶେଷଜ୍ଞ ଦଳ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଭାରତରୁ ବିଲୁପ୍ତ ଚିତାଙ୍କ ବଂଶ ବୃଦ୍ଧି ପାଇଁ ୭୦ ବର୍ଷ ପରେ ଆରମ୍ଭ ହୋଇଥିଲା ଚିତା ପ୍ରୋକେକ୍ଟ । ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ ୨୦ ଚିତା ଭାରତ ଅଣାଯାଇଥିଲା। ପରେ ଗୋଟିଏ ମାଈ ଚିତା ଚାରି ଶାବକଙ୍କୁ ଜନ୍ମ ଦେବା ପରେ ସଂଖ୍ୟା ୨୪ରେ ପହଞ୍ଚିଥିଲା। କିନ୍ତୁ ଗତ ପାଞ୍ଚ ମାସରେ ୧୦ ଚିତାଙ୍କ ମୃତ୍ୟୁ ପରେ ଏବେ କୁନୋରେ ଚିତା ସଂଖ୍ୟା ୧୪ରେ ଅଛି।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!