ମହିଳାଙ୍କୁ ନେଇ ଓ୍ବାକାଥନ୍

ଓ୍ବାକାଥନ୍ ଅନୁଷ୍ଠିତ । ସ୍ବାଭିମାନୀ ଓଡ଼ିଆ ଓମେନ୍ସ ଓ୍ବାର୍ଲଡ ପକ୍ଷରୁ ହ୍ୟାଣ୍ଡଲୁମ୍ ଓ୍ବାକାଥନ୍ ଅନୁଷ୍ଠିତ ହୋଇଛି। ମହିଳାମାନେ ହ୍ୟାଣ୍ଡଲୁମ୍ ଶାଢୀ ପିନ୍ଧି ଓ୍ବାକାଥନରେ ସାମିଲ ହୋଇଥିଲେ । ଓ୍ବାକାଥନ ଶିଖରଚଣ୍ଡି ପାହାଡ ପାଦଦେଶରୁ ଆରମ୍ଭ ହୋଇ ଇନଫୋସିସ୍ ଛକ ଦେଇ ପୁଣି ଶିଖରଚଣ୍ଡି ଫେରିଥିଲା।

ଓଡ଼ିଶାର ବୁଣାକାର, ହସ୍ତତନ୍ତ ହସ୍ତଶିଳ୍ପ କୁ ପ୍ରୋତ୍ସାହିତ କରିବା ସହ ବୁଣାକାର ମାନେ କିଭଳି ଭିନ୍ନଭିନ୍ନ ଡିଜାଇନ ର ଶାଢି ପ୍ରସ୍ତୁତ କରିବେ ସେ ନେଇ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଓ୍ବାକାଥନ ଅନୁଷ୍ଠିତ ହୋଇଥିଲା।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!