ପୁଣି ବିବାଦରେ ରାହୁଲ । ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ପରେ ବିବାଦ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜର ବକ୍ତବ୍ୟ ପ୍ରଦାନ କରୁଥିବାବେଳେ ତାଙ୍କ ଉଦ୍ଦେଶ୍ୟରେ ରାହୁଲ ଏକ ଫ୍ଲାଇଂ କିସ୍ ଦେଇଛନ୍ତି ବୋଲି ଇରାନୀ କରିଛନ୍ତି ଅଭିଯୋଗ କରୁଛନ୍ତି ।ସ୍ମୃତି ଇରାନୀଙ୍କ ଅଭିଯୋଗ ଅମୁଯାୟୀ, ମହିଳା ସାଂସଦ ବସିଥିବା ବେଳେ କେହି ଯଦି ଏହିପରି ଫ୍ଲାଇଂ କିସ୍ର ଇଙ୍ଗିତ କରି ଯାଏ ତାହା ଅତ୍ୟନ୍ତ ଅଭଦ୍ର ଅଟେ । ସ୍ମୃତି ଇରାନୀଙ୍କ ବୟାନ ପରେ ରାହୁଲ ଗାନ୍ଧୀ ପାଇଁ ବିବାଦ ବଢିଯାଇଛି । ପ୍ରାୟ ୨୨ ମହିଳା ସାଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ସନ ପାଇଁ ଦାବି କରିଛନ୍ତି ।
Related Posts
ଘସିପୁରାରେ ଅପ୍ରଭାବୀ ରହିବ ସୌମ୍ୟଙ୍କ ଏଣ୍ଟ୍ରି; ପପୁଲାର ବଦ୍ରି ଜିତିବେ ବାଜି !
୨୦୨୪ ନିର୍ବାଚନୀ ରଣରେ ଘସିପୁରାରେ ଦେଖିବ ଘମାଘୋଟ ଲଢ଼େଇ । ରାଜ୍ୟ ରାଜନୀତିର ଦୁଇ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ହେବ…
୧୫ ଭାରତୀୟଙ୍କ ଜୀବନ ନେଲାଣି ପାକିସ୍ତାନ
ପାକିସ୍ତାନୀ ଗୋଳାବର୍ଷଣ ଦ୍ୱାରା ଜମ୍ମୁ ଓ କାଶ୍ମୀରର ଏଲଓସି ଏବଂ ଆନ୍ତର୍ଜାତୀୟ ସୀମା ନିକଟବର୍ତୀ ଘରଗୁଡ଼ିକରେ ହୋଇଥିବା ଧ୍ୱଂସ ଦେଖିବାକୁ…
ପଶିଆସିଲା କୁକୁର, ଦୁର୍ଘଟଣାର ସମ୍ମୁଖୀନ ହେଲେ କର୍ଣ୍ଣାଟକ ମନ୍ତ୍ରୀ
କର୍ଣ୍ଣାଟକର ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହେବାଲକରଙ୍କ କାର୍ ମଙ୍ଗଳବାର ସକାଳେ ଏକ ବଡ଼ ଦୁର୍ଘଟଣାର…

