OTTରେ ଡେବ୍ୟୁ କରିବେ ବେବୋ

ବଲିଉଡ୍‌ ଆକ୍ଟ୍ରେସ କରୀନା କପୁର ଏଥର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । କ୍ରାଇମ ଥ୍ରୀଲରରେ କରୀନାଙ୍କୁ ଦେଖିବାକୁ ପାଇବେ ଫ୍ୟାନ୍ସ । ମୁଭିର ନାମ ହେଉଛି ‘ଜାନେ ଜାନ’ ଏବଂ ଏହା ସେପ୍ଟେମ୍ବର ୨୧ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।ମୁଭିର ଏକ ଭିଡିଓ କ୍ଲିପ୍‌ ଏବେ ସାମ୍ନାକୁ ଆସିଛି । ଜନ୍ମଦିନରେ ଏହି ୱେବସିରିଜ ରିଲିଜ ହେବ। ସେପ୍ଟେମ୍ବର ୨୧ ହେଉଛି କରିନା କପୁରଙ୍କ ଜନ୍ମଦିନ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!