OTTରେ ‘ଓ ମାଇଁ ଗଡ ୨’

ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ଓ ମାଇଁ ଗଡ ୨ ଓଟିଟିରେ ରିଲିଜ ହେବାକୁ ଯାଉଛି । ଓଟିଟିରେ ରିଲିଜ ହେବ ତାହା ପୁଣି ଅନକଟ । ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମଟି ବିନା କଟରେ ଓଟିଟିରେ ଉପଲବ୍ଧ ହେବ । ସନ୍ନି ଦଓ୍ବେଲଙ୍କ ଗଦ୍ଦର ୨ ସହ ଟକ୍କର ଦେବା ପରେ ବି ଓଏମଜି ୨ ବକ୍ସ ଅଫିସରେ ଶାନଦାର ସ୍କୋର କରିଛି। ଏହି ମୁଭି ୧୨୦ କୋଟିରୁ ଅଧିକ ବ୍ୟବସାୟ କରି ସାରିଲାଣି।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!