ଉତ୍କଳ ବିଲ୍ଡର୍ସକୁ ଇଟି ଇଣ୍ଡଷ୍ଟ୍ରି ଲିଡର ଆଓ୍ବାର୍ଡ

କୋଲକାତାଠାରେ ଟାଇମ୍ସ ଗ୍ରୁପ ଦ୍ୱାରା ଆୟୋଜିତ ଇଟି ଇଣ୍ଡଷ୍ଟ୍ରି ଲିଡର୍ସ-୨୦୨୩ ସମ୍ମାନ ସମାରୋହ ଉତ୍ସବରେ ଉତ୍କଳ ବିଲ୍ଡର୍ସକୁ ”ଟ୍ରଷ୍ଟେଡ, ରିଲାଏବଲ ଆଣ୍ଡ ଇନୋଭେଟିଭ ରିୟଲ ଇଷ୍ଟେଟ ବ୍ରାଣ୍ଡ୍ ଅଫ୍ ଦି ଇୟର (ଇଷ୍ଟର୍ନ ଇଣ୍ଡିଆ)“ ସମ୍ମାନ (ଆଓ୍ବାର୍ଡ) ରେ ସମ୍ମାନିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରିୟଲ ଇଷ୍ଟେଟ ବ୍ୟବସାୟ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଉତ୍କଳ ବିଲ୍ଡର୍ସ ୧୯୯୦ଠାରୁ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଭରସାଯୋଗ୍ୟ ସଂସ୍ଥା ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏପରିକି ଗୃହ ଓ ବ୍ୟବସାୟିକ ଅନୁଷ୍ଠାନ ଆଦି ନିର୍ମାଣ କ୍ଷେତ୍ରରେ ସହବନ୍ଧିତ ଏହି ସଂସ୍ଥା ଗ୍ରାହକ, କର୍ମଚାରୀ ଏବଂ ସର୍ବୋପରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!