ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ତମ ଏଜିଏମ ବୈଠକରେ ନୀତା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରୁ ଇସ୍ତଫା ଦେଇଛନ୍ତି।
ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ବୋର୍ଡ ସୁପାରିଶ କରିଛି।
ଅମ୍ବାନୀ ପରିବାରର ଯୁବ ପିଢିକୁ କମ୍ପାନୀରେ ଅଧିକ ଦାୟିତ୍ୱ ଦେବା ଦିଗରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ନୀତା ଅମ୍ବାନୀ ବୋର୍ଡରୁ ଇସ୍ତଫା ଦେଇଛନ୍ତି।

