ଦେଖନ୍ତୁ ଆଦିତ୍ୟ-L1ର ପ୍ରଥମ ଝଲକ

ଆରମ୍ଭ ହେଲା ଇସ୍ରୋର ସୂର୍ଯ୍ୟ ମିଶନ  । ଆଦିତ୍ୟ-L1ର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ସୋସିଆଲ ହ୍ୟାଣ୍ଡେଲେର ଆଦିତ୍ୟ L1ର ଫଟୋ  ସେୟାର କରିଛି ଇସ୍ରୋ । ଆସନ୍ତା ମାସ  ୨ ତାରିଖରେ ଲଞ୍ଚିଂ ଥିବା ବେଳେ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ୧୧ଟା ୫୦ରେ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଧାର୍ଯ୍ୟ ହୋଇଥିବା ସ୍ଥାନରେ ପହଞ୍ଚିବା ପାଇଁ ଆଦିତ୍ୟ ଏଲ-ଓ୍ବାନକୁ ପାଖାପାଖି ୧୨୭ ଦିନ ସମୟ ଲାଗିବ । ଯାହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରତା । ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!