ଚନ୍ଦ୍ରରେ ଭୂକମ୍ପକୁ କଣ କୁହାଯିବ?

ଚନ୍ଦ୍ରରେ ଭୁମିକମ୍ପ ଅନୁଭବ କରିଛି ଚନ୍ଦ୍ରଯାନ -3 ର ପ୍ରଜ୍ଞାନ ରୋଭର  । ଏହା ପରେ ପୃଥିବୀ ପରି ଅନ୍ୟ ଗ୍ରହରେ ଭୂକମ୍ପ ଘଟିଛି କି ନାହିଁ ତାହା ପୁଣି ଥରେ ପ୍ରଶ୍ନ ଉଠିଛି  । ଏହି ଗତିବିଧି କଣ ତାର ଯାଞ୍ଚ କରୁଛି ଇସ୍ରୋ । ଆମେରିକାର ସ୍ପେସ୍ ଏଜେନ୍ସି ନାସା କ୍ରମାଗତ ଭାବରେ ଏହା ଉପରେ ଅନୁସନ୍ଧାନ କରୁଛି। ବିକ୍ରମ ଲ୍ୟାଣ୍ଡରରେ ଏମିତି ଉପକରଣ ବ୍ୟବହାର ହୋଇଛି, ଯାହା ସାଉଥ ପୋଲରେ ହେଉଥିବା କମ୍ପନ ବା ଗତିବିଧିକୁ ରେକର୍ଡ କରିବାରେ ସକ୍ଷମ । ୨୬ ଅଗଷ୍ଟରେ ILSA ଉପକରଣରେ ଏହି ହଲଚଲ୍‌ ରେକର୍ଡ ହୋଇଛି । ଯାହା ସ୍ବାଭାବିକ ଭଳି ଲାଗୁଛି ।

 

Post Views84 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!