ନୂଆ ସଂସଦ ଭବନରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ । ଗଶେଶ ପୂଜାରେ ଆଜି ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ନୂଆ ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କର ଆଶାର ପ୍ରତୀକ । ଏହାସହ ନୂଆ ସଂସଦରେ ମହିଳା ସଂରକ୍ଷଣ ବିଲ ଆଣିବାକୁ ସେ ଶପଥ ନେଇଥିବା ଘୋଷଣା କରିଛନ୍ତି । ଯାହାକୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମକରଣ କରାଯାଇଛି । ଏଥିରେ ବିଧାନସଭା ଓ ଲୋକସଭା ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବ୍ୟବସ୍ଥା ଅଣାଯାଇଛି । ଯାହା ପୂର୍ବରୁ ରାଜ୍ୟସଭାରେ ପାରିତ ହୋଇଯାଇଛି । ଆଜି ନୂଆ ସଂସଦ ଭବନରେ ଏହାର ଶୁଭାରମ୍ଭ ହୋଇଛି ।
Related Posts
ଟ୍ରେନ୍ ରେ ବୃନ୍ଦାବନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଭାରତୀୟ ରେଳବାଇ ବିଶ୍ବର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ୍ ‘ଦି ମହାରାଜା ଏକ୍ସପ୍ରେସ୍’ରେ ଯାତ୍ରା କରିବା…
ବିନା ନମ୍ବର ପ୍ଲେଟ୍ର ଥାର୍ ଗାଡ଼ିରେ ତେଲ ପକାଇ ଟଙ୍କା ନଦେଇ ଫେରାର୍
ମଥୁରା (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପେଟ୍ରୋଲ…
ଜଗତସିଂହପୁର ବାଜି ଓଲଟାଇବେ ଅମରେନ୍ଦ୍ର
ଏଥର ବଦଳିଯିବ କି ଜଗତସିଂହପୁର ବାଜି ? ବିଜେଡିର ପଲ୍ଲା ଓଲଟାଇଦେବେକି ଅମରେନ୍ଦ୍ର ଦାସ । ପୂର୍ବତନ ବରିଷ୍ଠ ବିଜେଡି…

