ବରଗଡ଼ରେ ସ୍କ୍ରବ ଟାଇଫସ୍

ଥମୁନି ସ୍କ୍ରବ ଟାଇଫସ୍। ଆଉ ଗୋଟିଏ ଜିଲ୍ଲାକୁ ବ୍ୟାପିଲା ସ୍କ୍ରବ ଟାଇଫସ୍ । ବରଗଡ଼ରେ ଗୋଟିଏ ଦିନରେ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ବର୍ତ୍ତମାନ ସୁଦ୍ଧା ୭୫୨ ଜଣଙ୍କର ରକ୍ତ ନମୂନା ପରୀକ୍ଷା ହୋଇଥି ବେଳେ ଚିହ୍ନଟ ହେଲେଣି ୫୬ ଜଣ ରୋଗୀ । ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଭୟ ବଢୁଛି । ପୂର୍ବରୁ ୬ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ, ଉଭୟ ବୁର୍ଲା ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ ପାଇଁ ବରଗଡ଼ ଜିଲ୍ଲାକୁ ଦୁଇଟି ଟିମ ଆସିଛନ୍ତି ।

 

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!