ବଲିଉଡରେ ଦର୍ଶକଙ୍କ ପାଇଁ ଆସୁଛି ଫିଲ୍ମ ଧକ୍ ଧକ୍ । ଯାହାକ ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି । ଟ୍ରେଲରେ ଦିଆ ମିର୍ଜାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି । ଏହି ପିଲ୍ମକୁ ଡିରେକ୍ନନ ଦେଉଛନ୍ତି ତରୁଣ ଦୁଡେଜା । ଚାରି ଜଣ ମହିଳା ବାଇକର୍ଙ୍କ କାହାଣୀ ଉପରେ ଫିଲ୍ମଟି ଆଧାରିତ । ତିନି ମିନିଟର ଲମ୍ବା ଟ୍ରେଲରରେ ବାଇକ ଚଲାଇବାକୁ ଭଲ ପାଉଥିବା ମହିଳାଙ୍କ ଉପରେ ଦର୍ଶାଯାଇଛି।
ଟ୍ରେଲରରେ ସାହସର ଏକ ଝଲକ ଦିଆଯାଇଛି।ଧକ-ଧକର କାହାଣୀ ପାରିଜାତ ଯୋଶୀ ଏବଂ ତରୁଣ ଦୁଦେଜାଙ୍କ ଦ୍ୱାରା ଲିଖିତ। ଏହି ଫିଲ୍ମଟି ୧୩ ଅକ୍ଟୋବରରେ ରିଲିଜ ହେବା ସହ ଓ ହିଟ୍ କରିବା ବୋଲି ଆଶା ରଖିଛନ୍ତି ମେକର୍ସ ।
କେନ୍ଦୁଝରରୁ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ


