ରିଲିଜ ହେଲା ଅପକମିଂ ଫିଲ୍ମ ଟାଇଗର୍ ୩ର ପୋଷ୍ଟର । ଟ୍ରେଲର ରିଲିଜ ହେବା ପୂର୍ବରୁ ପୋଷ୍ଟରରେ କ୍ୟାଟ୍ରିନା ଦମଦାର ଆକ୍ସନର ଝଲକ ଦେଖିବାକୁ ମିଳିଛି । ଜୋୟା ଭୁମିକାରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ପାଇବେ ଦର୍ଶକ ।
ତେବେ କ୍ୟାଟ୍ରିନାଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ସଲମାନ ଖାଁ ସେୟାର କରିଛନ୍ତି । ଏଥିରେ କ୍ୟାଟ୍ରିନାଙ୍କ ଲୁକ ବହୁତ ଚମତ୍କାର ହୋଇଛି । ୧୬ ଅକ୍ଟୋବରରେ ଟାଇଗର ୩ଟ୍ରେଲର ଆସୁଛି। ଟାଇଗର ୩ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଦିୱାଲୀରେ ମୁକ୍ତିଲାଭ କରିବ


