ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ । କିନ୍ତୁ ଭାରତରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନାହିଁ, ତେଣୁ ସୂର୍ଯ୍ୟଗ୍ରହଣର ପ୍ରଭାବ ଓଡିଶାରେ ପଡିବ ନାହିଁ । ସୂର୍ଯ୍ୟ ଗ୍ରହଣର ପ୍ରଭାବ କେବଳ ସମସ୍ତ ରାଶିରେ ନୁହେଁ , ଦେଶ ତଥା ବିଦେଶରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଥାଏ । ବିଶ୍ୱାସ ଅଛି ଯେ ସୂର୍ଯ୍ୟ ଗ୍ରହଣ ସମୟରେ ଜଣେ ବ୍ୟକ୍ତି ଅନେକ ଜିନିଷର ଯତ୍ନ ନେବା ଉଚିତ୍ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସର୍ବ ପିତୃ ଅମାବାସ୍ୟ ଦିନ ସୂର୍ଯ୍ୟ ଗ୍ରହଣ ହେବା ସୟରେ ସତର୍କ ରହିବା ଉଚିତ୍ ।

