ମୋବାଇଲକୁ ଆସୁଛି ଜରୁରୀକାଳୀନ ଆଲର୍ଟ । ଆଜି ଟେଲିକମ୍ ବିଭାଗ ପକ୍ଷରୁ ସାରା ଦେଶରେ କରାଯାଉଛି ଆଲର୍ଟ । ବିପର୍ଯ୍ୟୟ ପରିଚାଳନା ସହଯୋଗରେ ଭାରତ ସରକାରଙ୍କ ଦ୍ବାରା ଏହି ବାର୍ତ୍ତା ପଠାଯାଉଛି । ଇଂରାଜୀ ସହ ଆଞ୍ଚଳିକ ଭାଷାରେ ଆସୁଛି ମେସେଜ।ବିପ୍ ସାଉଣ୍ଡ ସହ ଭାଇବ୍ରେଟ ହେଉଛି ମୋବାଇଲ୍ ।

This will close in 0 seconds