ଧମାଲ୍‌ କରିବ ଟାଇଗର-3

 

 

ଦୀପାବଳିରେ ଧମାଲ କରିବ ସଲମାନ ଓ କ୍ୟାଟ୍ରିନା ଷ୍ଟାରର ଟାଇଗର ୩  । ୟଶ ରାଜ ଫିଲ୍ମ ବ୍ୟାନରରେ ତିଆରି ହେଉଛି ପିଲ୍ମ । ଭାଇଜାନ ସଲମାନ ଓ କ୍ୟାଟ୍ରିନା କୈଫ୍‌ ଲିଡ୍‌ ରୋଲରେ ନଜର ଆସିବେ  ।ଫିଲ୍ମର ଡିରେକ୍ସନ ଦେଇଛନ୍ତି  ମନୀଷ ଶର୍ମ । ନଭେମ୍ବର ୧୨ ଦୀଓ୍ବାଲିରେ ରିଲିଜ ହେବାକୁ ଯାଉଛି ଫିଲ୍ମ ।  ଏଥିରେ ଇମ୍ରାନ ହାସମୀ ନେଗେଟିଭ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ପଠାନ ସିନେମା ପରେ ଦର୍ଶକ ସଲମାନ ଓ ଶାହରୁଖଙ୍କୁ ଏକ ସାଙ୍ଗରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି  । କାରଣ କିଙ୍ଗ ଖାନ ଏଥିରେ କ୍ୟାମିଓ ରୋଲରେ ଦର୍ଶକଙ୍କ ସାମ୍ନାକୁ ଆସିବେ  ।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!