ମଦ ପିଇଗଲେ ମୂଷା

ମଦ ପିଇଦେଲେ ମୂଷା । ଘଟଣାଟୁ ଶୁଣି ଆପଣଙ୍କୁ ଆଶ୍ଟର୍ଯ୍ୟ ଲାଗୁଥିବ । ଏଭଳି ଘଟଣା ଘଟିଛି ମଧ୍ଯପ୍ରଦେଶରେ । ଜବତ ହୋଇଥିବା ମଦପେଟିଗୁଡିକୁ ରଖାଯାଇଥିଲା । ହେଲେ ପରେ ଜଣାପଡିଥିଲା ଯେ ସେଥିରୁ 60-65 ପ୍ଲାଷ୍ଟିକ ମଦ ବୋତଲକୁ କଣା କରି ମଦ ପିଇଦେଇଛନ୍ତି ମୂଷା । ପରେ ଯନ୍ତା ପକାଇ ଗୋଟିଏ ମୂଷାକୁ ଧରାଯାଇଛି । କେବଳ ମଦ ନୁହେଁ ଜବତ ଗଞ୍ଜେଇକୁ ମଧ୍ଯ ସେମାନେ ନଷ୍ଟ କରୁଥିବା ସୂଚନା ମିଳିଛି । ଗଞ୍ଜେଇକୁ ସୁରକ୍ଷିତ ରଖିବା ଲାଗି ପୋଲିସ ତାହାକୁ ଟିଣ ବାକ୍ସରେ ରଖୁଛନ୍ତି ।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!