ଟ୍ରାଫିକ୍‌‌ ଡିସିପି ହେଲେ ପ୍ରାଣକୃଷ୍ଣ ରାଉତ

ଜଣେ ଅତିରିକ୍ତ ଏସ୍‌‌ପିଙ୍କୁ ପଦୋନ୍ନତି ପରେ ବଦଳି କରିଛନ୍ତି ରାଜ୍ୟ ସରକାର। କମିସନରେଟ୍‌‌ ପୁଲିସର ଅତିରିକ୍ତ ଡିସିପି ଥିବା ପ୍ରାଣକୃଷ୍ଣ ରାଉତଙ୍କୁ ଦ୍ୱୈତନଗରୀର ଟ୍ରାଫିକ୍‌‌ ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି କଟକ ଭିଜିଲାନ୍ସ ମୁଖ୍ୟାଳୟରେ ଏଆଇଜି ଥିବା ତ୍ରିଲୋଚନ ସ୍ୱାଇଁଙ୍କୁ ଭିଜିଲାନ୍ସର ଏସ୍‌‌ପି ଭାବେ ଅବସ୍ଥାପିତ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!