କେବେ ଟନେଲରୁ ବାହାରିବେ ଶ୍ରମିକ ?

ଏବେ ବି ଚାଲିଛି ସଂଘର୍ଷ । ୬ ଦିନ ଧରି ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି 40 ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ  ରେସ୍କ୍ଯୁ ଅପରେସନ ପାଇଁ ଚାଲିଛି ଚେଷ୍ଟା । ବିଳମ୍ବ କ୍ଷେତ୍ରରେ ଶ୍ରମିକମାନେ ଅଧିକ ଭୟଭୀତ ହେବା ସହ ଅସହାୟ, ମାନସିକ ଚିନ୍ତା ଆଦି ମଧ୍ଯରେ ବିପଦଗ୍ରସ୍ତ ହେବା ଆଶଙ୍କା ରହିଛି ।ଏହାସହ ଟନେଲ ଧସିବାର ସମ୍ଭାବନା ମଧ୍ୟ ରହିଛି ।ଏହାସହ ଟନେନ ଧସିବାର ମଧ୍ୟ ଭୟ ରହୁଛି ।  ଘଣ୍ଟା ପ୍ରତି 5 ମିଟର ଖୋଳିବା ଲାଗି ଯୋଜନା କରିଛନ୍ତି ରେସ୍କ୍ୟୁ ଟିମ୍ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!