ଶୁଭମନ ଗିଲ ଗୁଜୁରାଟ ଟାଇଟନ୍ସର ଅଧିନାୟକ

ଆସନ୍ତା ଆଇପିଏଲରେ ଶୁଭମନ ଗିଲ ଗୁଜୁରାଟ ଟାଇଟନ୍ସର ଅଧିନାୟକ ରହିବେ । ଗୁଜୁରାଟର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଚାଲିଯିବା ପରେ ଏଭଳି ବଡ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ ।ଗୁଜୁରାଟ କ୍ୟାପଟେନ ରେସରେ କେନ ୱିଲିୟମସନଙ୍କ ନାଁ ବି ରହିଥିଲା । ହେଲେ ଭବିଷ୍ୟତକୁ ନଜରରେ ରଖି ଫ୍ରାଞ୍ଚାଇଜ ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ସେହିପରି ଗତ ଆଇପିଏଲରେ ଶୁଭମନ ଗିଲ ସର୍ବାଧିକ ସ୍କୋରର ହୋଇଥିଲେ । ସେ ମ୍ୟାଚରେ ୮୯୦ ରନ କରିଥିଲେ । ଏହାସହ ବିଶ୍ୱକପରେ ବି ସେ ଟିମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଥିଲେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!