ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ

ପୁଣି ବାତ୍ୟା ଭୟ । ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ହେବ ସାମୁଦ୍ରିକ ଝଡ । ବାତ୍ୟା ସୃଷ୍ଟି ହେଲେ ଏହାର ନାମ ରହିବ ‘ ମିଚାଉଙ୍ଗ ‘ । ମ୍ୟାନମାର ଏହାର ନାମକରଣ କରିଛି ।

ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ ଏହା ଗତି କରିବା ଆକଳନ କରାଯାଉଛି । ୨୯ ତାରିଖ ବେଳକୁ ଏହା ଅବପାତର ରୂପ ନେବ । ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ଅବପାତରେ ହେବ ପରିଣତ । ପରେ ଏହା ଉତ୍ତର – ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ 48 ଘଣ୍ଟାରେ ନେଇପାରେ ବାତ୍ୟାର ରୂପ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!