ସୃଷ୍ଟି ହେଲା ବାତ୍ୟା ‘ ମିଗଯାଉଁ’

ସୃଷ୍ଟି ହେଲା ବାତ୍ୟା ‘ ମିଗଯାଉଁ’ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ରହିଛି ବାତ୍ୟାର ସ୍ଥିତି ।ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆସନ୍ତା କାଲି ପଶ୍ଚିମ – କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । 5 ତାରିଖ ବେଳକୁ ଆନ୍ଧ୍ରର ମଛଲିପଟ୍ଟନମ ଓ ନେଲୋର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ 80 ରୁ 90 କିମି ପ୍ରତି ଘଣ୍ଟା ରହିବ । ଝଟକା ପବନ 100କିମି ପ୍ରତି ଘଣ୍ଟା ପହଞ୍ଚିବା ସମ୍ଭାବନା ରହିଥିହବା କହିଛି ପାଣିପାଗ କେନ୍ଦ୍ର  ।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!